ଯତନା

ଉଇକିଅଭିଧାନ‌ରୁ

ଯତନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯତ ଧାତୁ=ଯନ୍ତ୍ରଣା ଦେବା ଣିଚ୍+ଭାବ ଅନ;+ଆ)[ସମ୍ପାଦନା]

୧. ଯନ୍ତ୍ରଣା;ତୀବ୍ରବେଦନା; ବେଦନା —୧. Acute and extreme pain or sufferings; anguish; pang; torment.
୨. ବୈର ପ୍ରତିଶୋଧ —୨. Requital; retaliation (Apte).
୩. ଯମ ଯାତନା; ପାପୀମାନଙ୍କ ଉପରେ ଯମଙ୍କ ଉତ୍ପୀଡ଼ନ; ନରକଯନ୍ତ୍ରଣା —୩. The torments inflicted by J̄ama on sinners; the torments of hell.

[ଦ୍ରଷ୍ଟବ୍ୟ —ଯେଉଁ ଶବ୍ଦ ମାନଙ୍କ ସଙ୍ଗେ ଯନ୍ତ୍ରଣା ଶବ୍ଦ ଯୁକ୍ତ ହୁଏ ସେମାନଙ୍କ ସଙ୍ଗେ ଯାତନା ଶବ୍ଦ ମଧ୍ୟ ଯୁକ୍ତ ହୋଇପାରେ ଯଥା—ଯମଯାତନା ଗର୍ଭଜାତନା ଇତ୍ୟାଦି]