Jump to content

ଯତମାନ

ଉଇକିଅଭିଧାନ‌ରୁ

ଯତମାନ

ଉଚ୍ଚାରଣ

[ସମ୍ପାଦନା]
(ଯତମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଚେଷ୍ଟା କରୁଥିବା —Trying; endeavouring.