ଯତିଧର୍ମ୍ମ

ଉଇକିଅଭିଧାନ‌ରୁ

ଯତିଧର୍ମ୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଯତିର କର୍ତ୍ତବ୍ୟ ନିୟମମାନ —The rules to be observed by an ascetic.

[ଦ୍ରଷ୍ଟବ୍ୟ —ଏହି ନିୟମଗୁଡ଼ିକ ଯଥା—ପ୍ରାଣଧାରଣ ପାଇଁ ଭିକ୍ଷା ବୃତ୍ତି, ନିର୍ଜନ ପ୍ରଦେଶରେ ଅବସ୍ଥାନ, ଇନ୍ଦ୍ରିୟ ନିରୋଧ ବା ବ୍ରହ୍ମଚର୍ଯ୍ୟ, ପୂରକ, କୁମ୍ଭକ, ରେଚକ ବିଧି ଅନୁସାରେ ପ୍ରାଣାୟାମ, ପରଂବ୍ରହ୍ମଙ୍କ ଧ୍ୟାନ, ଅହିଂସା, ନିର୍ଲୋଭ, ନିସ୍ପୁହା, ଅନାସକ୍ତି, ମାନାପମାନ, ସୁଖଦୁଃଖ ଓ ଶୀତୋଷ୍ଣାଦିରେ ସମାନ ଦୃଷ୍ଟି (ମନୁସଂହିତା ୬ଷ୍ଠ ଅଧ୍ୟାୟ)]