ଯତି ଚିହ୍ନ
ଦେଖଣା
ଯତି ଚିହ୍ନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଠ କରିବା ସମୟରେ ଉଚ୍ଚାରଣର ବିଚ୍ଛେଦ— ସୂଚକ ଜିଦ୍ୱାର ବିରାମାର୍ଥ ବ୍ୟବହୃତ ଚିହ୍ନ (ଯଥା ଆଧୁନିକ ବ୍ୟବହୃତ କମା(,) ସେମିକୋଲେନ (;) କୋଲନ୍ (:) ଓ ପୂର୍ଣ୍ଣଚ୍ଛେଦ (.) ବା (); ପ୍ରଶ୍ନସୂଚକ ଚିହ୍ନ (?); ସମ୍ୱୋଧନାଦି (!); ଉଦ୍ଧାର ଚିହ୍ନ (" "); ଡାସ୍ ଚିହ୍ନ (—); ବନ୍ଧନୀ ଚିହ୍ନ () { } [ ] ବର୍ଣ୍ଣଲୋପ ଚିହ୍ନ ('); ଉଦାହରଣ ଚିହ୍ନ (;—) ବା (:—) —Signs of stops used in writing, as comma, fullstop, semicolon etc.