ଯତ୍

ଉଇକିଅଭିଧାନ‌ରୁ

ଯତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ସର୍ବନାମ (ସଂସ୍କୃତ - ଯଦ୍ଶବ୍ଦ ୧ମା. ୧ବ. ନପୁଂ)[ସମ୍ପାଦନା]

ଯେ; ଯେଉଁ; ଯାହା —Which; What.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ, ଯଥା—ଯତ୍କିଞ୍ଚିତ୍, ଯତ୍କାଳ ଏହାର ସହଯୋଗୀ ଶବ୍ଦ ତତ୍—ତାହା, ସେ]



ଯତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯତି)[ସମ୍ପାଦନା]

ସଙ୍ଗୀତର ତାଳ ବିଶେଷ — A sort of beating time in music.