Jump to content

ଯତ୍ନତଃ

ଉଇକିଅଭିଧାନ‌ରୁ

ଯତ୍ନତଃ

ଉଚ୍ଚାରଣ

[ସମ୍ପାଦନା]

(ଯତ୍ନ ପୂର୍ବକ, ଯତ୍ନ ସହିତ, ଯତ୍ନ ସହକାରେ—ଅନ୍ୟରୂପ)'

ସଂସ୍କୃତ - କ୍ରି. ବିଶେଷଣ - (ଯତ୍ନ+ତସ୍)

[ସମ୍ପାଦନା]
୧. ବିଶେଷ ଯତ୍ନ କରି — ୧. Carefully.
୨. ବହୁ ଚେଷ୍ଟା କରି — ୨. With much effort.
୩. ଆଦର ପୂର୍ବକ —With fondness.