Jump to content

ଯତ୍ନବାନ୍

ଉଇକିଅଭିଧାନ‌ରୁ

ଯତ୍ନବାନ୍

ଉଚ୍ଚାରଣ

[ସମ୍ପାଦନା]

(ଯତ୍ନଶୀଳ—ଅନ୍ୟରୂପ)

(ଯତ୍ନବତୀ, ଯତ୍ନଶୀଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ୍ନ+ମତ୍)

[ସମ୍ପାଦନା]
୧. ଚେଷ୍ଟାଯୁକ୍ତ — ୧. Endeavouring; diligent.
୨. ଆଗ୍ରହ ଯୁକ୍ତ —୨. Eager.
୩. ଅଧ୍ୟବସାୟୀ —୩. Persevering.