Jump to content

ଯତ୍ପରୋନାସ୍ତି

ଉଇକିଅଭିଧାନ‌ରୁ

ଯତ୍ପରୋନାସ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଯତ୍=ଯାହଠାରୁ+ପରଃ=ଶ୍ରେଷ୍ଠ+ ନାସ୍ତି=ନାହିଁ)

[ସମ୍ପାଦନା]

ଯାହାଠାରୁ ବଳି ଆଉ ନାହିଁ; ଅତ୍ୟନ୍ତ —Very much (literally, beyond which not).

[ଯଥା—ମୁଁ ଯତ୍ ପରୋନାସ୍ତି ପରିଶ୍ରମ କରୁଅଛି]