ଯତ୍ର

ଉଇକିଅଭିଧାନ‌ରୁ

ଯତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ଅ—(ଯଦ୍+ସ୍ଥାନାଧିକରଣ ତ୍ର)[ସମ୍ପାଦନା]

୧. ଯେଉଁଠାରେ; ଯହିଁ —୧. Where; whither.
୨. ଯେଉଁ ବିଷୟରେ —୨. In which matter; in which subject.

[ଉ—ଏହାର ସଂଯୋଗୀ ଶବ୍ଦ ତତ୍ର]