Jump to content

ଯତ ବ୍ରତ

ଉଇକିଅଭିଧାନ‌ରୁ

ଯତ ବ୍ରତ

ଉଚ୍ଚାରଣ

[ସମ୍ପାଦନା]
(ଯତବ୍ରତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ଦୃଢ଼ବ୍ରତ —୧. Persevering; observing vows.
୨. ଯଥାନିୟମ ନିତ୍ୟ ନୈମିତ୍ତିକ କ୍ରିୟାକର୍ମରେ ରତ —୨. Firm in the observance of daily rites.