ଯଥା
ଯଥା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ଅ (ଯଦ୍+ପ୍ରକାରାର୍ଥେ ଥା)[ସମ୍ପାଦନା]
- ୧. ଯେଉଁ ପ୍ରକାରେ; ଯେଉଁ ପରି; ଯାଦୃଶ —୧. As; like; in which manner.
[ଉ—ଏଥିର ଆପେକ୍ଷିକ ସହଚର ଶବ୍ଦ ତଥା]
- ୨. ଉପର୍ଯ୍ୟୁକ୍ତରୂପ —୨. In the above manner.
- ୩. ଉଦାହରଣ ସ୍ୱରୂପ —୩. Namely; as for example; e. g; viz.
- ୪. (ଅନ୍ୟ ଶବ୍ଦ ପୂର୍ବେ ଅବ୍ୟୟୀଭାବ ସମାସରେ ଯୁକ୍ତ)—ଅନୁସାରେ — ୪. According to.
(ଯଥା—ଯଥେଚ୍ଛା; ଯଥେଷ୍ଟ)
- ୫. ଅତିକ୍ରମ ନ କରି —୫. Not exceeding
(ଯଥା —ଯଥାଶକ୍ତି, ଯଥାସାଧ୍ୟ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଜଥା (ଦେଖ) - Jathā (See)