Jump to content

ଯଥାକାମୀ

ଉଇକିଅଭିଧାନ‌ରୁ

ଯଥାକାମୀ

ଉଚ୍ଚାରଣ

[ସମ୍ପାଦନା]

ଯଥା କାମିନୀ, ଯଥାକାରିଣୀ—ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ.—(ଯଥା+କାମ+ଇନ; କୃ ଧାତୁ +ଇନ୍)

[ସମ୍ପାଦନା]

ଯଥେଚ୍ଛାଚାରୀ; ସ୍ୱେଚ୍ଛାଚାରୀ — Arbitrary; wilful; following one's free will.