Jump to content

ଯଥାକାଳ

ଉଇକିଅଭିଧାନ‌ରୁ

ଯଥାକାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ -(ଯଥା+କାଳ, ଅବ୍ୟୟୀଭାବ) ଯଥା

[ସମ୍ପାଦନା]

ସମୟରେ; ଉପଯୁକ୍ତ ସମୟରେ; ନିୟମିତ ସମୟରେ —In due course of time; at the proper time.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉପଯୁକ୍ତ ସମୟ — proper time.