ଯଥାତଥା
ଦେଖଣା
ଯଥାତଥା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - କ୍ରି. ବିଶେଷଣ -
[ସମ୍ପାଦନା]- ୧. ଯେଉଁଠାରେ ଇଚ୍ଛା ସେଠାରେ ୧. Wheresoever, anywhere.
- ୨. ସ୍ଥାନାସ୍ଥାନ ବିଚାର ନ କରି —୨. Without the least consideration of the proper place or situation; irrespective of the place.
- ୩. (ଆପେକ୍ଷିକ ଶବ୍ଦ ଦ୍ୱୟରେ ବାକ୍ୟରେ ପ୍ରଯୁକ୍ତ, —ମୁଁ ଯଥା ଶୁଣିଲି ତଥା ଲେଖିଲି) ଯେଉଁ ପରି—ସେହିପରି — ୩. AsX X so
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଯେ କୌଣସି ପ୍ରକାରେ —Any how.
(ଯଥା—ବରବିଦାକି ଯଥାତଥା ହୋଇଗଲା)