ଯଥାବକାଶ
ଦେଖଣା
ଯଥାବକାଶ
ଉଚ୍ଚାରଣ
[ସମ୍ପାଦନା](ଯଥାବସର—ଅନ୍ୟରୂପ)
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ସମ୍ଭାଇବାକୁ ସ୍ଥାନ ଥିବା ଅନୁସାରେ — ୧. According to room or space available (Apte).
- ୨. ଦେଶକାଳ ପାତ୍ରର ସୁଯୋଗ ଅନୁସାରେ —୨. According to occasion; as occasion may occur (Apte).
- ୩. ଆପଣାର ଅବକାଶ ବା ଫୁରୁସେତ୍ ଅନୁସାରେ —୩. According to leisure (Apte).
- ୪. ଉପଯୁକ୍ତ ସ୍ଥାନରେ — ୪. In proper place (Apte).