ଯଥାବଳ

ଉଇକିଅଭିଧାନ‌ରୁ

ଯଥାବଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ)[ସମ୍ପାଦନା]

୧. ନିଜର ବଳକୁ ଚାହିଁ — ୧. To the best of one's strength or capacity.
୨. ନିଜର କ୍ଷମତା ଅନୁସାରେ — ୨. To the best of one's power.