ଯଥାବିଧି

ଉଇକିଅଭିଧାନ‌ରୁ

ଯଥାବିଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - କ୍ରି.ବିଶେଷଣ - (ଅବ୍ୟୟୀଭାବ, ବିଧିକୁ ଅତିକ୍ରମ ନ କରି)[ସମ୍ପାଦନା]

୧. ନିୟମାନୁଯାୟୀ; ବିଧିପୂର୍ବକ —୧. According to rules; duly; conformably to the precepts.
୨. ଆଇନ୍ ଅନୁସାରେ — ୨. Legally.