ଯଥାବୃତ୍ତ
ଦେଖଣା
ଯଥାବୃତ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]ଯେପରି ଘଟିଥିଲା ସେହିପରି —Conformably to what actually took place; as it happened or as it was done.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରକୃତରେ ଘଟିଥିବା ବିଷୟମାନ —୧. The actual facts; the circumstances or details of an event (Apte).
- ୨. ପୂର୍ବେ ଘଟିଥିବା ଘଟନା —୨. A former event (Apte).