ଯଥାର୍ଥ

ଉଇକିଅଭିଧାନ‌ରୁ

ଯଥାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷଣ -(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି)

୧. ବାସ୍ତବିକ; ପ୍ରକୃତ; ସତ୍ୟ —୧. True; actual real.
୨. ନିଶ୍ଚିତ —୨. Certain.
୩. (ସ୍ୱରୂପକୁ ଅତିକ୍ରମ ନ କରି; ଅବ୍ୟୟୀଭାବ) ଉପଯୁକ୍ତ — ୩. Proper; appropriate.
୪. ଯୋଗ୍ୟ —
୪. Fit.

୫. ପ୍ରକୃତ ଅର୍ଥ ଅନୁସାରେ —୫. Conformable to the true meaning or sense.
  • (file)
  • (file)

କ୍ରି. ବିଶେଷଣ -[ସମ୍ପାଦନା]

୧. ପ୍ରକୃତରେ —୧. Truly; actually.
୨. ସତ୍ୟ ସତ୍ୟ —୨. Rightly; veritably.
୩. ଉପଯୁକ୍ତରୂପେ —୩. Fitly; suitably.
୪. ଉଚିତରୂପେ —୪. Properly.