Jump to content

ଯଥାଶାସ୍ତ୍ର

ଉଇକିଅଭିଧାନ‌ରୁ

ଯଥାଶାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଣ—(ଅବ୍ୟୟୀଭାବ)

୧. ଶାସ୍ତ୍ରସମ୍ମତ — ୧. Conformable to the scripture.
୨. ଆଇନ୍ସଙ୍ଗତ —୨. Legal.

କ୍ରି. ବିଶେଷଣ -

[ସମ୍ପାଦନା]
୧. ଶାସ୍ତ୍ରାନୁସାରେ —୧. Conformably to the Seriptures.
୨. ଆଇନ୍ ଅନୁସାରେ —୨. As the law ordains; legally.