Jump to content

ଯଥାସୁଖ

ଉଇକିଅଭିଧାନ‌ରୁ

ଯଥାସୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି.ବିଶେଷଣ - (ଅବ୍ୟୟୀଭାବ)

[ସମ୍ପାଦନା]
୧. ସୁଖପୂର୍ବକ; ଖୁସିରେ — ୧. Happily; pleasantly.
୨. ମନ ଖୁସିରେ; ଆପଣା ଇଚ୍ଛା ଅନୁସାରେ —୨. At will; at pleasure (Apte).
୩. ଆପଣାର ସ୍ୱାଚ୍ଛନ୍ଦ୍ୟ ଅନୁସାରେ — ୩. Comfortably.