ଯଥାସ୍ଥାନ
ଦେଖଣା
ଯଥାସ୍ଥାନ
ଉଚ୍ଚାରଣ
[ସମ୍ପାଦନା](ଯଥା ସ୍ଥାନରେ—ଦେଶଜ - ରୂପ)
ସଂସ୍କୃତ - ବିଶେଷ୍ୟ - (ଅବ୍ୟୟୀଭାବ)
[ସମ୍ପାଦନା]ଯାହାର ଯେଉଁସ୍ଥାନ ଉପଯୁକ୍ତ. ତାହାର ସେହି ସ୍ଥାନ; ଉପଯୁକ୍ତ ସ୍ଥାନ — Proper place.
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଉପଯୁକ୍ତ ସ୍ଥାନରେ —୧. In the proper place.
- ୨. ତତ୍କ୍ଷଣାତ୍ —୨. Instantly (Apte).
- ୩. ପଦ ମର୍ଯ୍ୟାଦା ଅନୁସାରେ —୩. According to rank (Apte).