Jump to content

ଯଥା କର୍ତ୍ତବ୍ୟ

ଉଇକିଅଭିଧାନ‌ରୁ

ଯଥା କର୍ତ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ.

[ସମ୍ପାଦନା]

ଯେପରି କରିବା ଉଚିତ — As ought to be done.

ବିଶେଷ୍ୟ -

[ସମ୍ପାଦନା]

କର୍ତ୍ତବ୍ୟ କର୍ମ —An act which ought to be done: proper action; what is right to be done.