ଯଥା ଗତ
ଦେଖଣା
ଯଥା ଗତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ ସମାସ; ଯଥା+ଆଗତ)
[ସମ୍ପାଦନା]- ୧. ଯେଉଁ ରୂପେ ଉପସ୍ଥିତ ବା ଆଗତ — ୧. As it came.
- ୨. (ଯଥା+ଗତ) ଯେଉଁ ରୂପେ ଗତ ବା ପ୍ରସ୍ଥିତ —୨. As it went.
- ୩. ଯେଉଁ ରୂପେ ଅତୀତ —୩. As it passed.
- ୪. (ଯଥା+ଆଗତ) ଯେଉଁ ବାଟେ ଆସିଥିଲା ସେହି ବାଟେ —୪. In the same way as one had come.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନିର୍ବୋଧ; ମୂର୍ଖ —Foolish; stupid (Apte).