Jump to content

ଯଥା ଦେହେ ତଥା ଦେବେ

ଉଇକିଅଭିଧାନ‌ରୁ

ଯଥା ଦେହେ ତଥା ଦେବେ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବାକ୍ୟାଂଶ

[ସମ୍ପାଦନା]

ମନୁଷ୍ୟର ଦେହରେ ଯେପରି; ଦେବତାଙ୍କଠାରେ ମଧ୍ୟ ସେହିପରି; ମନୁଷ୍ୟ ଈଶ୍ୱରଙ୍କ ବା ଦେବତାଙ୍କଠାରେ ଆପଣାର ଦେହ ଓ ଅନୁଭୂତି ଅନୁସାରେ ଗୁଣ ଆଦି କଳ୍ପନା କରିବାର ପ୍ରଣାଳୀ —Anthropomorphism; anthropometry; ascribing human form and attributes to the Deity.