Jump to content

ଯଥା ନିର୍ଦ୍ଦିଷ୍ଟ

ଉଇକିଅଭିଧାନ‌ରୁ

ଯଥା ନିର୍ଦ୍ଦିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି.ବିଶେଷଣ - (ଅବ୍ୟୟୀଭାବ)

[ସମ୍ପାଦନା]

ପୂର୍ବରୁ ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ହେବା ପ୍ରକାରେ —୧. As prescribed or laid down.

୨. ପୂର୍ବୋକ୍ତ ପ୍ରକାରେ —୨. As mentioned or specified before.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପୂର୍ବ ନିର୍ଦ୍ଦଷ୍ଟ —Prescribed before; preordained.