ଯଥା ପୂର୍ବ
ଦେଖଣା
ଯଥା ପୂର୍ବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପୂର୍ବପରି; ପୂର୍ବପତ୍ —୧. As of old.
- ୨. ଆଗ ପରି —୨. As before.
- ୩. ପୂର୍ବେ ଯେପରି ଘଟିଥିଲା ସେହିପରି —୩. As it took place in the past.
- ୩. ଯଥା କ୍ରମେ — ୪. In due order or succession (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପୂର୍ବେ ବା ଆଗେ ଥିବା; ପୂର୍ବବର୍ତ୍ତୀ — Former (Apte).