ଯଥା ଯଥା

ଉଇକିଅଭିଧାନ‌ରୁ

ଯଥା ଯଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଯଥା+ଯଥା)[ସମ୍ପାଦନା]

୧. ଯେଉଁ ଯେଉଁଠାରେ — ୧. At whatever places.
୨. ଭିନ୍ନ ଭିନ୍ନ ସ୍ଥାନରେ —୨. At different places.
୩. ଯେଉଁ ଯେଉଁ ପ୍ରକାରେ —୩. In various ways or manners.