Jump to content

ଯଥା ରୁଚି

ଉଇକିଅଭିଧାନ‌ରୁ

ଯଥା ରୁଚି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ କ୍ରି. ବିଣ—(ଅବ୍ୟୟୀଭାବ)

[ସମ୍ପାଦନା]

ପସନ୍ଦମତେ; ଆପଣାର ରୁଚି ଅନୁସାରେ —According to one's taste or liking.