ଯଥେଚ୍ଛ
ଦେଖଣା
ଯଥେଚ୍ଛ
ଉଚ୍ଚାରଣ
[ସମ୍ପାଦନା](ଯଥେଚ୍ଛା—ଦେଶଜରୁପ)
ସଂସ୍କୃତ - କ୍ରି.ବିଶେଷଣ - (ଯଥା+ଇଚ୍ଛା, ଅବ୍ୟୟୀଭାବ)
[ସମ୍ପାଦନା]- ୧. ସ୍ୱେଚ୍ଛା— କ୍ରମେ; ଇଚ୍ଛାନୁସାରେ —୧. Arbitrarily; despotically; according to one's free will
- ୨. ମନବୋଧ ହେବା ପ୍ରକାରେ —୨. To the heart's content.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ସ୍ୱେଚ୍ଛାକ୍ରମେ ଅନୁଷ୍ଠିତ — Arbitary; despotic.