ଯଥୋପଦେଶ
(ଯଥୋପଦିଷ୍ଟ—ବିଣ)
=== ସଂସ୍କୃତ - କ୍ରି. ବିଶେଷଣ -(ଅବ୍ୟୟୀଭାବ, ଯଥା—ଉପଦେଶ)
ଯେଉଁପରି ଉପଦେଶ ଦିଆ ଯାଇଅଛି — As advised or instructed.