Jump to content

ଯଦର୍ଥେ

ଉଇକିଅଭିଧାନ‌ରୁ

ଯଦର୍ଥେ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଯେଉଁ କାରଣରୁ —୧. For which; why.
୨. ଯେଉଁ ଉଦ୍ଦେଶ୍ୟରେ — ୨. For which aim.
୩. ଯାହାଙ୍କ ନିମନ୍ତେ — ୩. For whom.