Jump to content

ଯଦୁ

ଉଇକିଅଭିଧାନ‌ରୁ

ଯଦୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବଯାନୀଙ୍କ ଗର୍ଭରେ ଚନ୍ଦ୍ରବଂଶୀୟ ପଞ୍ଚମ ରାଜା ଯଯାତିଙ୍କ ଔରସ ଜାତ ଜ୍ୟେଷ୍ଠ ପୁତ୍ର —୧. Name of the eldest son of king J̄aj̄āti.

[ଦ୍ରଷ୍ଟବ୍ୟ —ଏ ଯଯାତିଙ୍କ ବଡ଼ ପୁଅ ଥିଲେ ମହାଭାରତରେ ଲେଖା ଅଛି କି, ଯଯାତି ଏହାଙ୍କ ଯୌବନ ସଙ୍ଗେ ଆପଣାରେ ବାର୍ଦ୍ଧକ୍ୟକୁ ବଦଳାଇବାକୁ କହିବାରୁ ଏ ନାହିଁ କଲେ ଏଥିପାଇଁ ଯଯାତିଙ୍କ ଶାପରେ ଏ ରାଜ୍ୟଭ୍ରଷ୍ଟ ହେଲେ ପରେ ଇନ୍ଦ୍ରଙ୍କ ଦୟାପରୁ ଏହାଙ୍କୁ ରାଜ୍ୟ ମିଳିଲା ଏ ଯଦୁ ବଂଶରହ ଆଦିପୁରୁଷ; ଶ୍ରୀକୃଷ୍ଣ ଯଦୁବଂଶରେ ଜନ୍ମଗ୍ରହଣ କରିଥିଲେ—ହିନ୍ଦୀ - ଶ]

୨. ଯଦୁଙ୍କ ନାମ ଅନୁସାରେ ଅଭିହତି ରାଜବଂଶ; ଯାଦବ— ବଂଶ —୨. The dynasty of kings named after king J̄adu.
୩. ମଥୁରା ନିକଟସ୍ଥ ପ୍ରାଚୀନ ଦଶାର୍ହ ଦେଶ —୩. Name of an ancient country near Mathurā.