ଯଦୃଚ୍ଛାକ୍ରମେ
ଦେଖଣା
ଯଦୃଚ୍ଛାକ୍ରମେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଯଦୃଚ୍ଛାକ୍ରମେ
|
ଦେଶଜ - କ୍ରି.ବିଶେଷଣ - (ସଂ ଯଦୃଚ୍ଛାକ୍ରମେଣ)
[ସମ୍ପାଦନା]- ୧. ସ୍ୱେଚ୍ଛାମତେ; ମନଇଚ୍ଛାରେ — ୧. According to one's free will or pleasure.
- ୨. ସ୍ୱାଧୀନତା ମତେ —୨. Freely.