ଯଦୃଚ୍ଛାଗତି
ନିଜ ଇଚ୍ଛା ଅନୁସାରେ ଗତି; ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରିବ, ତେଣେ ଗମନ କରିବା —Free movement; unfettered motion.