Jump to content

ଯଦୃଚ୍ଛାଭିଜ୍ଞ

ଉଇକିଅଭିଧାନ‌ରୁ

ଯଦୃଚ୍ଛାଭିଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ଯଦୃଚ୍ଛାଭିଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ହିନ୍ଦୁସ୍ମୃତି)

[ସମ୍ପାଦନା]
୧. ଯେ ସ୍ୱେଚ୍ଛାକ୍ରମେ ଉପସ୍ଥିତ ହୋଇ ସାକ୍ଷ୍ୟ ଦିଏ — ୧. (Hundu law) A voluntary or self-offered witness (Apte)
୨. ଯେଉଁ ସାକ୍ଷୀ ଘଟନା ସ୍ଥଳରେ ଦୈବାତ୍ ପହଞ୍ଚି ଥାଏ (ହିନ୍ଦୀ - ଶ.) —୨. A chance withess.