Jump to content

ଯଦୃଚ୍ଛୟା

ଉଇକିଅଭିଧାନ‌ରୁ

ଯଦୃଚ୍ଛୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଣ—(ଯଦୃଚ୍ଛା ଶବ୍ଦର ୩ୟା ବିଭକ୍ତି ୧ବ)

[ସମ୍ପାଦନା]
୧. ନିଜର ସ୍ୱାଧୀନ ଇଚ୍ଛା ଅନୁସାରେ — ୧. According to one's free will.
୨. ଦୈବକ୍ରମେ —୨. By chance.
୩. ଅକସ୍ମାତ୍ — ୩. Suddenly.