ଯଦ୍
ଦେଖଣା
ଯଦ୍
ଉଚ୍ଚାରଣ
[ସମ୍ପାଦନା](ଆପେକ୍ଷିକଶବ୍ଦ—ତଦ୍)
ସଂସ୍କୃତ - ସର୍ବନାମ ଶବ୍ଦ (ଯଜ୍ ଧାତୁ=ପୂଜା କରିବା+କର୍ମ ଅଦ)
[ସମ୍ପାଦନା]ଯାହା; ଯେ —Who; which,
[ଦ୍ରଷ୍ଟବ୍ୟ —ସଂସ୍କୃତ - ଯଦ୍ ଶବ୍ଦ ପୁଂଲିଙ୍ଗ ଏକ ବଚନରେ ଯଃ, ସ୍ତ୍ରୀଲିଙ୍ଗ ଏକବଚନରେ ଯା, କ୍ଳୀବଲିଙ୍ଗ ଏକବଚନରେ ଯତ୍ ହୁଏ ଓ ଅନ୍ୟ ଶବ୍ଦ ସଙ୍ଗେ ବା ସମାସ ହେଲେ 'ଯଦ୍' ଆକାର ଧାରଣ କରେ]
ସଂସ୍କୃତ - ଅ.
[ସମ୍ପାଦନା]ଯେହେତୁ — Whereas.