Jump to content

ଯଦ୍ଭିବିଷ୍ୟ

ଉଇକିଅଭିଧାନ‌ରୁ

ଯଦ୍ଭିବିଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଦ୍+ଭବିଷ୍ୟ)

[ସମ୍ପାଦନା]
୧. ଭାଗ୍ୟପେକ୍ଷୀ; ଯାହା— ଭାଗ୍ୟରେ ଥିବ ତାହା ଘଟିବ, ଏହାହି ଯେ କହୁ— ଥାଏ; ଆଦୃଷ୍ଟବାଦୀ; ଯେ ଅଦୃଷ୍ଟ ଉ଼ପରେ ନିର୍ଭର ନିର୍ଭର କରେ — ୧. Fatalist.
୨. ଯେଉଁ କଥା ଘଟିବା ଭାଗ୍ୟ ଉପରେ ନିର୍ଭର କରେ —୨. Depending upon fate, fatalistic.

ବିଶେଷ୍ୟ -

[ସମ୍ପାଦନା]

ଯାହା ଘଟିବାର ଅଦୃଷ୍ଟରେ ଥିବ, ତାହା —Any thing which is pre-ordained by fate to happen.