ଯନ୍ତ୍ରଣ
ଦେଖଣା
ଯନ୍ତ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯନ୍ତ୍ର ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଦମନ; ଶାସନ; ନିଯନ୍ତ୍ରଣ —୧. Restraining; controlling; checking.
- ୨. ପୀଡ଼ନ —୨. Pressing.
- ୩. ପୀଡ଼ା —୩. Pang.
- ୪. ବନ୍ଧନ —୪. Binding; confining; fastening.
- ୫. ସଂକୋଚନ — ୫. Contracting.
- ୬. ରକ୍ଷା କରିବା; ଜଗିବା — ୬. Guarding; protecting.
- ୭. (+କରଣ ଅନ)—ବନ୍ଧନୀ; ପଟ୍ଟୀ —୭. Bandage (Apte).