Jump to content

ଯନ୍ତ୍ରଣା

ଉଇକିଅଭିଧାନ‌ରୁ

ଯନ୍ତ୍ରଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଯନ୍ତ୍ରଧାତୁ ଭାବ. ଅନ+ଆ)

[ସମ୍ପାଦନା]
୧. ପୀଡ଼ା — ୧. Oppression.
୨. ବେଦନା; ଯାତନା; ଦୁଃଖ; ବ୍ୟଥା —୨. Pang; pain; anguish.
୩. ଦେହରେ ଚନ୍ଦନ, କସ୍ତୂରୀ ଆଦିଦ୍ୱାରା ଚିତ୍ର ରଚନା — ୩. Smearing the body with sandal paste etc. by drawing various figures.