Jump to content

ଯନ୍ତ୍ରମାତୃକା

ଉଇକିଅଭିଧାନ‌ରୁ

ଯନ୍ତ୍ରମାତୃକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚଉଷଠି କଳା ମଧ୍ୟରୁ ଏକ; ଯନ୍ତ୍ରନିର୍ମାଣ ବିଦ୍ୟା; ଯେଉଁ କଳାଦ୍ୱାରା ନାନା ଯନ୍ତ୍ର ତିଆର କରାଯାଏ —One of the ୬୪ fine arts, nemely, the feat of making many mechanical domestic devices.

(କଳା ତଳେ ଟୀକା ଦେଖ)