Jump to content

ଯନ୍ତ୍ରିତ

ଉଇକିଅଭିଧାନ‌ରୁ

ଯନ୍ତ୍ରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଯନ୍ତ୍ର ଧାତୁ+କର୍ମ. ତ)

[ସମ୍ପାଦନା]
୧. ବଦ୍ଧ —୧. Tied; bound; fastened.
୨. ଶୃଙ୍ଖଳିତ — ୨. Fettered; enchained.
୩. ଦମିତ — ୩. Restrained; checked; controlled.
୪. କୋଲପ ପ଼ଡ଼ିଥିବା ବା କୀଳ ଯାଇଥିବା (ହିନ୍ଦୀ - ଶ) — ୪. Locked or bolted (door).