Jump to content

ଯନ୍ତ୍ରିତକଥା

ଉଇକିଅଭିଧାନ‌ରୁ

ଯନ୍ତ୍ରିତକଥା

ଉଚ୍ଚାରଣ

[ସମ୍ପାଦନା]
(ଯନ୍ତ୍ରିତବାକ୍—ଅନ୍ୟରୂପ,ପୁଲିଙ୍ଗ - ଓ ସ୍ତ୍ରୀ) 

(ଯନ୍ତ୍ରିତ କଥା—ସ୍ତ୍ରୀଲିଙ୍ଗ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଯନ୍ତ୍ରିତ ହୋଇଅଛି କଥା ଯାହାର)

[ସମ୍ପାଦନା]

ଯାହାକୁ ବାଧ୍ୟ କରି କହିବା ବିଷୟରୁ ବନ୍ଦ କରାଯାଇ ଅଛି —Tongue-tied; forced to be silent.