ଯନ୍ତ୍ରୀ ଘର
ଦେଖଣା
ଯନ୍ତ୍ରୀ ଘର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯାତ୍ରା ଆଦି ସମୟରେ ତୀର୍ଥକୁ ସମାଗତ ଯାତ୍ରା— ମାନଙ୍କ ସାମୟିକ ବାସ ନିମନ୍ତେ ପ୍ରସ୍ତୁତ ଗୃହ — ୧. Huts or rest-sheds built for accomodating pilgrims during festivals
- ୨. ଯାତ୍ରୀମାନଙ୍କ ରହିବାପାଇଁ କର୍ତ୍ତୃପକ୍ଷଙ୍କ ମଞ୍ଜୁରିରେ ନିର୍ମିତ ଗୃହ —୨. Lodging houses built for accomodating pilgrims.