ଯବକ୍ରୀତ
ମୁନି ବିଶେଷ; ଭରଦ୍ୱାଜ ମୁନିଙ୍କ ପୁତ୍ର —Name of a sage; son of sage Bharadwāja.
(ଉ—ଭରଦ୍ୱାଜଙ୍କର ପୁଅଟି ଯବକ୍ରୀତ କୃଷ୍ଣସିଂହ. ମହାଭାରତ. ବନ)