ଯବକ୍ଷାର ଦ୍ରାବକ
(ସବକ୍ଷାରଜାମ୍ଳ; ଯବକ୍ଷାରାମ୍ଳ—ଅନ୍ୟରୂପ)
ଯବକ୍ଷାରରୁ ରାସାୟନିକ ପ୍ରକ୍ରିୟା—ଦ୍ୱାରା ପ୍ରସ୍ତୁତ ଖଟା ଦ୍ରବ୍ୟ — Nitric acid; acqua fortis.