Jump to content

ଯବଜ

ଉଇକିଅଭିଧାନ‌ରୁ

ଯବଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯବ+ଜନ୍ ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]
୧. ଯବକ୍ଷାର — ୧. Nitre.
୨. ଯୁଆଣି —୨. Ajwān.
୩. ତବକ୍ଷୀର; ପାଲୁଅ; ଆରାରୁଟ (ଦ୍ରବ୍ୟଗୁଣ) —୩. Arrow- root.

(ଦ୍ର—ଏହାର ଅନ୍ୟ ସଂସ୍କୃତ - ନାମ ଓ ତବକ୍ଷୀର, ପୟଃ— କ୍ଷୀର, ଗବୟୋଦ୍ଭବ, ଗୋଧୁମଜ, ପିଷ୍ଟିକାତଣ୍ଡୂଳୋଦ୍ଭବ, ତାଲ ସମ୍ଭୂତ, ତାଳକ୍ଷୀର)

ବୈଦ୍ୟଶାସ୍ତ୍ରମତରେ ଏହା ମଧୁର— ରସ, ଶୀତବୀର୍ଯ୍ୟ; ଏବଂ ଦାହ, ପିତ୍ତ— ଦୁଷ୍ଟି, କ୍ଷୟ, କାସ, କଫ, ଶ୍ୱାସ ଓ ରକ୍ତଦୁଷ୍ଟି ନାଶକ—ଦ୍ରବ୍ୟଗୁଣ)