ଯବନାଚାର୍ଯ୍ୟ
ଦେଖଣା
ଯବନାଚାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜ୍ୟୋତିଃଶାସ୍ତ୍ର ଗ୍ରନ୍ଥ ପ୍ରଣେତା ଜନୈକ ପଣ୍ଡିତ;—(ଦ୍ର—ବରାହ ମିହିର ତାଙ୍କ ଗ୍ରନ୍ଥରେ ଯବନାଚାର୍ଯ୍ୟଙ୍କ ମତର ସୂଚନା ଦେଇ ଅଛନ୍ତି; ସମ୍ଭବତଃ ଏତଦ୍ଦ୍ୱାରା ଟଲେମୀ (Ptolemy) ଆଦି ଗ୍ରୀକ୍ ଜ୍ୟୋତିଷିକ ପଣ୍ଡିତମାନଙ୍କୁ ଲକ୍ଷ୍ୟ କରାଯାଇ ଅଛି) —An author on astronomy quoted by Barāhamihira and other Hindu astronomers.