ଯବନାନୀ
ଦେଖଣା
ଯବନାନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯବନ+ଆନୀ)
[ସମ୍ପାଦନା]- ୧. ଆରବୀ, ପାର୍ଶୀ, ଗ୍ରୀକ୍ ଆଦି ଯାବନିକ ଲିପି —୧. The alphabet of the J̄abanas, (Arabic, Persian, Greek)-
(ଦ୍ର—ପାଣିନିରେ ଯବନାନୀ ଲିପିର ଉଲ୍ଲେଖ ଅଛି— (ହିନ୍ଦୀ - ଶ) ===
- ୨. ୟୁନାନୀ ଭାଷା —୨. The language of the J̄abanas.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯବନଦେଶୀୟ; ୟୁନାନୀ —Relating to the J̄abana country.